ଏକତା
ଦିନ ଥିଲା ଏମିତି ଗୋଟେସୁନା ର ଭାରତ କହୁଥିଲେ ସଭେଯାହା ର ମାଟି ପାଣି ପବନରେ ସ୍ବାଧୀନତା ରେ ଝୁମୁ ଥିଲେ ସଭେ….ନଜର ପଡ଼ିଲା କିଛି ଇଂରେଜ ମାନଙ୍କରଧନ ସମ୍ପତ୍ତି ନେଇ କଲେ ଆମ ଉପରେ ଅତ୍ୟାଚାରଗାଳି କଲେ, ମାରିଲେ, ଫାଶି ରେ ଝୁଲେଇ ଦୁଇଶହ ବର୍ଷ...

ଅନିତା ଆଜି ଖୁସିରେ ଉଛୁଳୁଛନ୍ତି। କାରଣଟା କ’ଣ କି ଅନିତାଙ୍କ ଭାଇ ଫୋନ୍ କରି କହିଲେ, “ଆରେ ଅନି ! କେବେଠାରୁ ତ ଘରକୁ ଆସିନାହୁଁ, ଆସେ ୪-୫ ଦିନ ରହି ବୁଲାବୁଲି କରି ଯିବୁ। କାହିଁ କେତେ ଦିନ ହେଲାଣି ବାପଘରକୁ ବି ସେ ଯାଇନାହାନ୍ତି।...
ପାଣିର ତାଳ ହେଉଛି ମୋର ହୃଦୟର ଧ୍ୱନି,ପଛକୁ କୁ ହାଟିଛି, ବଳ ସଂଗ୍ରହ ପାଇଁ,କୂଳରେ ଘର କରନ୍ତୁ ନାହିଁ, ଏହା ମୋର ଅନୁରୋଧ,ମୁଁ ସମୁଦ୍ର ଏହି ଜୀବନର ଯାତ୍ରାରେ ମୁଁ ଆଉଥରେ ଆସିବି। ମୁଁ ଫେରି ଆସିବି, ମୋର ତରଙ୍ଗ ନେଇ ଆଉଥରେ।ମୋର ତରଙ୍ଗ ତୁମକୁ ସ୍ପର୍ଶ...